ରାଜ୍ୟ

ମୁଁ ଅନୁମାନ କରୁଥିଲି , ଆଶ୍ଚର୍ଯ୍ୟଚକିତ ନୁହେଁ : ନରସିଂହ – Ibnodisha

[ad_1]

ଭୁବନେଶ୍ୱର : ପାଣ୍ଡିଆନଙ୍କୁ କ୍ୟାବିନେଟ୍ ପାହ୍ୟା ପରସଙ୍ଗରେ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । ମୁଁ ଅନୁମାନ କରୁଥିଲି , ଆଶ୍ଚର୍ଯ୍ୟଚକିତ ନୁହେଁ । ୩୦ ଜିଲ୍ଲା ବୁଲିବା ଯୋଗୁ ଯେଉଁ କ୍ଷତି ହୋଇଥିଲା ଭରଣା ଉଦ୍ୟମ କରୁଛନ୍ତି । ସରକାର ବ୍ୟାଙ୍କଫୁଟରେ ଥିଲେ , ବହୁ ଚିନ୍ତା କରି ନିଷ୍ପତ୍ତିି ନେଇଛନ୍ତି । ଏହାକୁ ବିରୋଧୀଦଳ ସମାଲୋଚନା କରିପାରିବେନି ବୋଲି କହିଛନ୍ତି ନରସିଂହ ମିଶ୍ର । କୌଣସି ବେଆଇନି କାମ ହୋଇନି , ଅସାମ୍ବିଧାନିକ କାମ ହୋଇନି । ଯେଉଁ ନିଷ୍ପତ୍ତି ହେଲା କ୍ୟାବିନେଟରେ ହେବାକଥା , ସିଏମ୍ କହିପାରିବେ । କେନ୍ଦ୍ର ସରକାର ଚାହିଁଥିଲେ ରୋକି ପାରିଥାନ୍ତେ କହିଲେ ନରସିଂହ । କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ନିଷ୍ପତ୍ତି ହୋଇଛି । ପାଣ୍ଡିଆନ ଜଣେ ପ୍ରଶାସନିକ ଅଧିକାରୀ । ରାଜନୀତିକୁ ଓହ୍ଲାଇଲେ ସଫଳ ହେବେ ବୋଲି କହି ହେବନି ବୋଲି କହିଲେ ନରସିଂହ ମିଶ୍ର ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button