ରାଜ୍ୟ

ହାଇୱା ଧକ୍କାରେ ୨ ସ୍କୁଟି ଆରୋହୀ ମୃତ; ପୋଲିସ ଓ ସ୍ଥାନୀୟ ଲୋକେ ମୁହାଁମୁହିଁ – Ibnodisha

[ad_1]

ସୁବର୍ଣ୍ଣପୁର: ହାଇୱା ଧକ୍କାରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭବାନୀୟ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ ଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ହାଇୱା ଧକ୍କାରେ ୨ ସ୍କୁଟି ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି । ଦୁର୍ଘଟଣା ଘଟାଇ ପଳାଉଥିବା ବେଳେ ହାଇୱାରେ ଲାଗିଗଲା ନିଆଁ । ଦୁର୍ଘଟଣାସ୍ଥଳରୁ ପୋଲିସ ସହୟତାରେ ହାଇୱା ଖସି ପଳାଉଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଓ ସ୍ଥାନୀୟ ଲୋକେ ଠେଲାପେଲା ହୋଇଥିବା ଜଣାପଡ଼ିଛି । ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ଫଳରେ ପୋଲିସ ଗାଡ଼ିକୁ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି । ପରିସ୍ଥିତି ବହୁତ୍ ଜଟିଳ ସ୍ଥିତିରି ଅଛି ।

ପିକ୍‌ଅପ୍ ଭ୍ୟାନ୍‌କୁ ପଛରୁ ପିଟି ୨ ବାଇକ୍ ଆରାହୀଙ୍କ ମୃତ୍ୟୁ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button