ଅପରାଧ

ଏଏସ୍ଆଇ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି – Ibnodisha

[ad_1]

ଭୁବନେଶ୍ୱର: ରାଉରକେଲା ଏଏସଆଇ ଆଲିଶା ନରମି ଲୁଗୁନଙ୍କ ମୃତ୍ୟୁ ଘଟଣା । ଏହି ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କଲେ ଏଏସଆଇ ଆଲିଶାଙ୍କ ସ୍ୱାମୀ ସଂଜୟ ଲାକ୍ରା । ଏସପିଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ ଏବଂ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି କହିଲେ ଲାକ୍ରା । ଏକ୍ସାଇଟେଡ ଡେଲିରିୟମରେ ମୃତ୍ୟୁ ହୋଇଥିବା ଏସ୍ପି କହିବା ଦୁର୍ଭାଗ୍ୟଜନକ । ପୋଷ୍ଟମର୍ଟମ ରିପୋର୍ଟ ଗ୍ରହଣ କରୁନୁ, ସିବିଆଇ ତଦନ୍ତ ହେଉ ବୋଲି କହିଲେ ଲାକ୍ରା ।

ଜୁଆ ଆଡ୍ଡା ଉପରେ ଚଢ଼ଉ ବେଳେ ପୁଲିସକୁ ଆକ୍ରମଣ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button