ଦେଶ
୨୭ ଟଙ୍କା ୫୦ରେ ଭାରତ ଅଟା – Ibnodisha

[ad_1]
ବ୍ୟୁରୋ : ଭାରତ ଡାଲି ପରେ ଭାରତ ଅଟା ଯୋଗାଇବେ କେନ୍ଦ୍ର ସରକାର । କେଜି ୨୭ ଟଙ୍କା ୫୦ ପଇସରେ ମିଳିବ ଭାରତ ଅଟା । ସାରା ଦେଶରେ ବିଭିନ୍ନ ଆଉଟଲେଟ ମାଧ୍ୟମରେ ଦିଆଯିବ । ବିଭିନ୍ନ ଆଉଟଲେଟ ଓ ମୋବାଇଲ ଭ୍ୟାନ ଜରିଆରେ ଦିଆଯିବ । ଭାରତ ଅଟା ଶୁଭାରମ୍ଭ କଲେ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋଏଲ ।
କେନାଲରେ ଭାସିଯାଇ ଦୁଇ ନାବାଳକ ନିଖୋଜ
[ad_2]




