ଅପରାଧ

ପତ୍ନୀଙ୍କୁ ୧୭ ଥର ଛୁରାଭୁସି ହତ୍ୟା; ଆମେରିକାରେ ପ୍ରବାସୀ ଭାରତୀୟଙ୍କୁ ଆଜୀବନ ଜେଲ୍‌ – Ibnodisha

[ad_1]

ହୌଷ୍ଟନ: ପତ୍ନୀଙ୍କୁ ୧୭ ଥର ଛୁରିଭୁସି ହତ୍ୟା କରିଥିବା ଅଭିଯୋଗରେ ଆମେରିକାର ଏକ ଅଦାଲତ ଜଣେ ପ୍ରବାସୀ ଭାରତୀୟ ନାଗରିକଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଫିଲିପ୍ ମାଥ୍ୟୁ ଓ ପତ୍ନୀ ମେରିନ୍ ଆମେରିକାର ଫ୍ଲୋରିଡା ସହରରେ ବାସ କରୁଥିଲେ ।

ମେରିନ୍ ସେଠାକାର ଏକ ହସ୍ପିଟାଲରେ ନର୍ସଭାବେ କାର୍ଯ୍ୟ କରୁଥିଲେ । କିଛି ବର୍ଷ ହେଲା ପତି ପତ୍ନୀଙ୍କ ମଧ୍ୟରେ ମନାନ୍ତର ଲାଗି ରହିଥିଲା । ତେବେ ୨୦୨୦ ଫିଲିପ୍ କାର୍ ମଧ୍ୟରେ ମେରିନ୍‌ଙ୍କୁ ୧୭ ଛର ଛୁରାମାଡ କରିଥିଲେ । ଗୁରୁତର ଆହତ ହେବପରେ ସେ ମେରିନ୍‌ଙ୍କ ରାସ୍ତାକୁ ଫୋପାଡି ଦେଇ ତାଙ୍କ ଉପରେ କାର୍ ଚଢାଇ ଦେଇଥିଲେ । ମୃତ୍ୟୁ ସମୟରେ ମେରିନ୍ ଅନ୍ତସତ୍ତ୍ୱା ଥିବା ଜଣାପଡିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button