ଅପରାଧ
ପଞ୍ଜାବ: ପରିବାରର ୩ ସଦସ୍ୟଙ୍କୁ ହତ୍ୟା – Ibnodisha

[ad_1]
ଚଣ୍ଡିଗଡ: ପଞ୍ଜାବର ତରନ୍ ତାରନ୍ ଜିଲ୍ଲାରେ ଦୁର୍ବୃତ୍ତମାନେ ବୁଧବାର ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କୁ ହତ୍ୟା କରିବା ସହ ମୂଲ୍ୟବାନ ସୁନାଗହଣା, ନଗଦ ଟଙ୍କା ଏବଂ ଗୋଟିଏ ରାଇଫଲ ଲୁଟି ନେଇଛନ୍ତି । ଅପରାଧିମାନେ ଲୁଟ୍ ପୂର୍ବରୁ ତିନିଜଣଙ୍କ ହାତ ବାନ୍ଧି ହତ୍ୟା କରିଥିବା କୁହାଯାଇଛି । ପୁଲିସ ଉକ୍ତ ବାସଭବନର ବିଭିନ୍ନ ପ୍ରକୋଷ୍ଠରୁ ତିନିଟି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
[ad_2]



