ରାଜ୍ୟ

ଆସନ୍ତା ସପ୍ତାହରେ ଏଏସ୍‌ଓ ଶୁଣାଣି – Ibnodisha

[ad_1]

ଭୁବନେଶ୍ୱର: ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଚୟନ ଅନିୟମିତତା ମାମଲା । ଶୁଣାଣି ଘୁଂଚିଲା ଆସନ୍ତା ସପ୍ତାହରେ ହାଇକୋର୍ଟ ଡିଭିଜନ ବେଂଚରେ ଶୁଣାଣି ହୋଇଥିବା ସୂଚନା ରହିଛି ।ସୂଚନା ଯୋଗ୍ୟ ଯେ, ଏଏସ୍‌ଓ ପରୀକ୍ଷା ଅନିୟମିତତା ନେଇ ପୂର୍ବରୁ ଅନେକ ମାମଲା ହାଇକୋର୍ଟରେ କରାଯାଇଥିଲା । ପୂର୍ବ ଲିଖିତ ପରୀକ୍ଷାର ମେରିଟ ଲିଷ୍ଟ ଖାରଜ କରି ସାନି ମେରିଟ ଲିଷ୍ଟ ପ୍ରକାଶ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ପୂର୍ବ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ରୁକ୍‌ସାନାରା ବେଗମ୍‌ଙ୍କ ସମେତ ମୋଟ ୫ ଜଣ ପରୀକ୍ଷାର୍ଥୀଙ୍କ ପକ୍ଷରୁ ଦାୟର ପିଟିସନକୁ ନେଇ ୨୨ ତାରିଖରେ ମାମଲା ରୁଜୁ ହୋଇଛି ।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button