ରାଜ୍ୟ

ଆମେ ସତର୍କ କରାଇଥିଲୁ: ଚ୍ୟାଉପଟ୍ଟନାୟକ – Ibnodisha

[ad_1]

ଭୁବନେଶ୍ୱର: ପ୍ରଦୀପଙ୍କ ଆରୋପ ନେଇ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ପ୍ରତିକ୍ରିୟା ରହିଛି । ତାଙ୍କୁ ନେବାକୁ ଚାହୁଁଥିବା ଦଳକୁ ଆମେ କେବଳ ସତର୍କ କରାଇଥିଲୁ । ସେ ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାରୁ ସତର୍କ କରିଥିଲୁ । ସେମାନେ ଯାହାକୁ ଗ୍ରହଣ କରିବାକୁ ଯାଉଛନ୍ତି ସେ ଏହିଭଳି କାର୍ଯ୍ୟରେ ଲିପ୍ତ । ତାଙ୍କୁ ମିଳିଥିବା କ୍ଷମତାର ଅପବ୍ୟବହାର କରି ସେ ବହୁ ଦୁର୍ନୀତି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନାଁରେ ଲଗାଇଥିବା ଆରୋପକୁ ଲୋକେ କେବେ ଗ୍ରହଣ କରିବେ ନାହିଁ ବୋଲି ଗଣମାଧ୍ୟମ ଆଗରେ ନିଜର କଥା ରଖିଛନ୍ତି ଚ୍ୟାଉପଟ୍ଟନାୟକ।

ଆସନ୍ତା ସପ୍ତାହରେ ଏଏସ୍‌ଓ ଶୁଣାଣି

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button