ଦେଶ

ଉଧାର ଟଙ୍କା ମାଗିବାରୁ ଯୁବକଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ – Ibnodisha

[ad_1]

ଭବନୀପାଟଣା: ଉଧାର ଟଙ୍କା ମାଗିବା ପଡ଼ିଲା ମାହାଙ୍ଗା। ଯୁବକଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ ଦୂର୍ବୁର୍ତ୍ତ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ନିକଟ କସାକେନ୍ଦୁ ଅଞ୍ଚଳର ରଞ୍ଜନ ପାଢ଼ୀ କିଛି ବ୍ୟକ୍ତିଙ୍କୁ ହାତ ଉଦ୍ଧାର ଟଙ୍କା ଦେଇଥିଲେ। ସେ ମାନଙ୍କୁ ଟଙ୍କା ମାଗିବାରୁ କିଛି ଦୁବୃର୍ତ୍ତ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା ବେଳେ ରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିିତ୍ସାଲୟ ରେ ଭର୍ତ୍ତି କରାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button