ରାଜ୍ୟ
ସରକାର ହୀନ ରାଜନୀତି କରୁଛନ୍ତି: ସୋନାଲି ସାହୁ – Ibnodisha
[ad_1]
ଭୁବନେଶ୍ୱର: ପିଏମ ଶ୍ରୀ ଯୋଜନା ତୁରନ୍ତ ଲାଗୁ କରିବାକୁ ବିଜେପିର ଦାବି ଜୋର ଧରିଛି । ପ୍ରେସମିଟରେ ଦାବି କଲେ ବିଜେପିର ମୁଖପାତ୍ର ସୋନାଲି ସାହୁ । ମୋଦି ସବୁ ଶ୍ରେୟ ନେଇଯିବେ ବୋଲି ରାଜ୍ୟ ସରକାରଙ୍କ ଭୟ ଘାରିଛି । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି ସେଥିପାଇଁ ଦାରଣାରେ ରହୁଛନ୍ତି ଶିକ୍ଷକମାନେ । ସରକାର ହୀନ ରାଜନୀତି କରୁଛନ୍ତି, ଓଡିଶାକୁ ୧ ହଜାର ଟଙ୍କାର ମଧ୍ୟ କ୍ଷତି ହୋଇଥିବା ସୂଚନା ରହିଛି । ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲୁଛନ୍ତି ତୁରନ୍ତ ଲାଗୁ କର ବୋଲି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଜେପି ମୁଖ୍ୟପାତ୍ର ସୋନାଲି ସାହୁ।
ଆଉ ଦୁଇ ଦିନ ପରେ ସରିବ ଭଦ୍ରକ ପ୍ରସିଦ୍ଧ କାଳୀ ପୂଜା
[ad_2]