ଦେଶ

୨ କାର୍‌‌ ମୁହାଁମୁହିଁ ଧକ୍କା ; ୫ ମୃତ – Ibnodisha

[ad_1]

ଚୁରୁ : ରାଜସ୍ଥାନର ଚୁରୁ ଜିଲାର ସରଦାର ସହରର ଗାଁ ଭାଦାସରରେ ୨ଟି କାର୍‌‌ ପରସ୍ପର ମଧ୍ୟରେ ଧକ୍କା ହୋଇ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି। ୪ ଜଣ ଗୁରୁତର ହୋଇଛନ୍ତିା ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାସ୍ତାରେ ଡିଭାଇଡର ଓ ଲାଇଟ୍‌‌ ନଥିବା କାରଣରୁ ଏହି ଦୁର୍ଘଟଣେ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସୂଚନା ଯୋଗ୍ୟ, ରାଜସ୍ଥାନର ଚୁରୁ ଜିଲାର ସରଦାର ସହରର ଗାଁ ଭାଦାସରରେ ୨ଟି କାର୍‌‌ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ସମୟରେ କାରରେ ପ୍ରାୟ ୧୦ ଜଣ ଯାତ୍ରା କରୁଥିଲେ। ଗୋଟିଏ କାର୍‌‌ରେ ଥିବା ଯାତ୍ରୀ ଏକ ବିବାହ ସମାରୋହରେ ଯୋଗ ଦେଇ ଫେରୁଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button