ରାଜ୍ୟ

ଗିରଫ ହେଲେ ଅବକାରୀ ଅଧିକ୍ଷକ ଗଙ୍ଗା – Ibnodisha

[ad_1]

ଜୟପୁର : ଗିରଫ ହେଲେ ଅବକାରୀ ଅଧିକ୍ଷକ ଗଙ୍ଗା ପାଇକରାୟ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ନିଜ ଆୟ ଠାରୁ ୨୦୮ % ଅଧିକ ସମ୍ପତ୍ତି ଠୁଳ କରିଛନ୍ତି ଗଙ୍ଗା ।

ଜୟପୁର ସହରରେ ରହିଛି ଦୁଇଟି ବହୁତଳ ପ୍ରାସାଦ ଓ ୫ ଟି ପ୍ଲଟ। ନଗଦ ୧ ଲକ୍ଷ ୧୨ ହଜାର ଟଙ୍କା ଜବତ। ଦୁଇଟି ଚାରି ଚକିଆ ଯାନ ଥିବା ଠାବ କରିଛି ଭିଜିଲାନ୍ସ। ଜୟପୁରର ୩୬୦୦ ବର୍ଗଫୁଟର ପାର୍କିଂ ଅଞ୍ଚଳ ମଧ୍ୟ ରହିଛି। ବ୍ୟାଙ୍କ ଜମା ଅନ୍ୟାନ୍ୟ ଆସବାବପତ୍ର ୨୦ ଲକ୍ଷର ଥିବା ଆକଳନ କରିଛି ଭିଜିଲାନ୍ସ।

ରାଜସ୍ଥାନ ବିଧାନସଭା ନିର୍ବାଚନ: ସନ୍ଧ୍ୟା ୫ ଟା ସୁଦ୍ଧା ୬୮.୨୪ ପ୍ରତିଶତ ମତଦାନ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button