ରାଜ୍ୟ

୧୬୦ ଦାଗୀଙ୍କ ଉପରେ ରହିବ ନଜର: ଡିସିପି – Ibnodisha

[ad_1]

ଭୁବନେଶ୍ୱର: ରାଜଧାନୀରେ ଲୁଟେରାରାଜ ପରେ କମିଶନେରଟ ପୋଲିସ ଆକ୍ଟିଭ । ପୁରୁଣା ବାଗୀଙ୍କ ଉପରେ ନଜର ରହିଛି ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ । ୧୬୦ ଦାଗୀ ଜେଲ୍ ଫେରାନ୍ତାଙ୍କୁ ଚିହ୍ନଟ କରି ନଜର ରଖିଛି ପୋଲିସ । ପୂଜା ସମୟରେ ବାହାର ରାଜ୍ୟର ଗ୍ୟାଙ୍ଗ ସହରକୁ ପଶିଥିବା ସନ୍ଦେହ । ଖୁବଶୀଘ୍ର ସ୍ପେଶାଲ ଡ୍ରାଇଭ୍ କରାଯାଇ ଲୁଟେରା ଗ୍ୟାଙ୍ଗ ଧରାଯିବ ବୋଲି କହିଛନ୍ତି ଡିସିପି ।

ନିଆଁ ସହ ଖେଳୁଛନ୍ତି ସରକାର: ଜୁଏଲ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button