ଖେଳ

ଦଳକୁ ଫେରିଲେ ରୋହିତ ଶର୍ମା, ଟିମ୍ ଇଣ୍ଡିଆକୁ ମିଳିଲା ୩ ଅଧିନାୟକ – Ibnodisha

[ad_1]

ବ୍ୟୁରୋ : ରୋହିତ ଶର୍ମା କେବଳ ଟେଷ୍ଟ କ୍ୟାପଟେନ। ଦ.ଆଫ୍ରିକା ବିରୋଧ ଟେଷ୍ଟ, ଦିନିକିଆ ଓ ଟି-ଟ୍ବେଣ୍ଟି ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଟିମ୍। ଟେଷ୍ଟରେ ରୋହିତ ଶର୍ମା ଅଧିନାୟକ ଥିବା ବେଳେ ଟି-ଟ୍ବେଣ୍ଟି ପାଇଁ ଅଧିନାୟକ ଅଛନ୍ତି ସୂର୍ଯ୍ୟକୁମାର ଯାଦ। ଦିନିକିଆରେ ଅଧିନାୟକ ହୋଇଛନ୍ତି କେ ଏଲ ରାହୁଲ। ରୋହିତ ଓ ବିରାଟ କୋହଲି କେବଳ ଟେଷ୍ଟ ଟିମରେ ସାମିଲ ଅଛନ୍ତି। ଟେଷ୍ଟ ଟିମରେ ଅଛନ୍ତି ଶୁବମନ ଗିଲ, ଯଶସ୍ବୀ ଜୟସ୍ୱାଲ, ଶ୍ରେୟସ ଆୟର, ଋତୁରାଜ ଗାୟକ୍ୱାଡ୍, ଇଶାନ କିଷନ, କେ ଏଲ ରାହୁଲ, ରବୀନ୍ଦ୍ର ଅଶ୍ବିନ, ରବୀନ୍ଦ୍ର ଜାଡେଜା, ଶାଦୃଳ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ମହମ୍ମଦ ସାମି, ଯଶପ୍ରୀତ ବୁମରା ଓ ପ୍ରସିଦ୍ଧ କ୍ରିଷ୍ଣା। ସେହିପରି ଦିନିକିଆରେ କେ. ଏଲ୍. ରାହୁଲ ଅଧିନାୟକ ଥିବା ବେଳେ ଟିମରେ ଅଛନ୍ତି, ଋତୁରାଜ ଗାୟକ୍ବାଡ, ସାଇ ସୁଦର୍ଶନ, ତିଲକ ବର୍ମା, ରଜତ ପଟିଦାର, ରିଙ୍କୁ ସିଂହ, ଶ୍ରେୟସ ଆୟର, ସଞ୍ଜୁ ସାମସନ, ଅକ୍ଷର ପଟେଲ, ୱାସିଂଟନ୍ ସୁନ୍ଦର, କୁଲଦୀପ ଯାଦପ, ଯୁଜବେନ୍ଦ୍ର ଚହଲ, ମୁକେଶ କୁମାର, ଆବେଶ ଖାନ, ଅର୍ଶଦୀପ ସିଂହ ଓ ଦୀପକ ଚହର। ଟି-ଟ୍ବେଣ୍ଟିରେ ସୂର୍ଯ୍ୟକୁମାର ଯାଦବ କ୍ୟାପଟେନ ଥିବା ବେଳେ ଟିମରେ ଅଛନ୍ତି, ଯଶସ୍ବୀ ଜୟସ୍ୱାଲ, ଶୁବମନ ଗିଲ୍, ଋତୁରାଜ ଗାୟକ୍ବାଡ୍, ତିଲକ ବର୍ମା, ରିଙ୍କୁ ସିଂ, ଶ୍ରେୟସ ଆୟର, ଇଶାନ କିଷାନ, ଜିତେଶ ଶର୍ମା, ରଭୀନ୍ଦ୍ର ଜାଡେଜା, ୱାସିଂଟନ ସୁନ୍ଦର, ରବି ବିଷ୍ଣୟୀ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ମହମ୍ମଦ ସିରାଜ , ମୁକେଶ କୁମାର ଓ ଦୀପକ ଚହର। ଦ.ଆଫ୍ରିକା ବିରୋଧ ସିରଜରେ ଭାରତ ୨ଟି ଟେଷ୍ଟ ଏବଂ ୩ଟି ଲେଖାଏ ଟି-ଟ୍ବେଣ୍ଟି ଓ ଦିନିକିଆ ଖେଳିବ |

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button