ରାଜ୍ୟ

ଏଲ୍‌ପିଜି ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ: ୩ ଆହତ – Ibnodisha

[ad_1]

କଟକ : କଟକ ପିଠାପୁର ତାରାଚାନ୍ଦପାଟଣା ଅଞ୍ଚଳରେ ଅଘଟଣ। ଏଲ୍‌ପିଜି ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ, ପରିବାରର ୩ ଆହତ। ସୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କ ଘରେ ଏଲପିଜି ଗ୍ୟାସ ଲିକ ହେବାରୁ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡରେ ୩ ଜଣ ମହିଳା ଆହତ ହୋଇଛନ୍ତି। ଆହତ ହୋଇଥିବା ମହିଳାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button