ଦେଶ
ଲୋକସଭାରେ ୨ ଅଜ୍ଞାତ ଯୁବକ – Ibnodisha

[ad_1]
ନୂଆଦିଲ୍ଲୀ: ଲୋକସଭାରେ ପ୍ରବେଶ କଲେ ୨ ଅଜ୍ଞାତ ଯୁବକ । ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ପଶି ଆସିଥିବା ସୂଚନା ମଳିଛି । ଦର୍ଶକ ଗ୍ୟାଲେରୀରୁ ଡ଼େଇଁଲେ ୨ ଅଜ୍ଞାତ ଯୁବକ । ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଲୋକସଭା ମୁଲତବୀ କଲେ ବାଚସ୍ପତି । ଏଠି ପ୍ରଶ୍ନ ଉଠୁଛି ସୁରକ୍ଷା ବ୍ୟବସ୍ଥା ଏତେ କଡ଼ାକଡ଼ି ଥିବା ସତ୍ତ୍ୱେ କେମିତି ଲୋକସଭାକୁ ପ୍ରବେଶ କଲେ ୨ ଅଜ୍ଞାତ ଯୁବକ ।
ମୁଁ କଂଗ୍ରେସରେ ଅଛି, କଂଗ୍ରେସରୁ ଲଢ଼ିବି: ମହମ୍ମଦ ମୋକିମ
[ad_2]




