ରାଜ୍ୟ
ଚୌକି ଗୋଦାମରେ ଜିଏସ୍ଟି ଚଢ଼ଉ – Ibnodisha

[ad_1]
ବରଗଡ଼: ବରଗଡ଼ ବରାହଗୁଡ଼ାସ୍ଥିତ ଏକ ଅଗରବତୀ କାରଖାନା ଉପରେ ଜିଏସ୍ଟି ବିଭାଗ ଚଢ଼ଉ କରିଛି। ଏନ୍ଫୋର୍ସମେଣ୍ଟ କମିସନର୍ ନାଭିଦିତ୍ୟ ନାଏକଙ୍କ ନେତୃତ୍ୱରେ ଚଢ଼ଉ ହୋଇଥିଲା। କାରଖାନାରେ ପ୍ଲାଷ୍ଟିକ ଚେୟାର, ପୂଜା ଘିଅ, ରାଶି ତେଲ ଆଦି ମଧ୍ୟ ତିଆରି ହେଉଥିବା ଜଣାପଡ଼ିଥିଲା। ଜିଏସ୍ଟି ବିଭାଗ ପକ୍ଷରୁ କାରଖାନାରୁ କାଗଜପତ୍ର ଜବତ ସହ କଞ୍ଚାମାଲ କେଉଁଠୁ ଆସୁଛି, ତାକୁ ନେଇ ଖୋଳତାଡ଼ କରାଯାଇଛି।
ସଂସଦରେ ଆତଙ୍କୀ ହମଲାକୁ ପୁରିଲା ୨୨ ବର୍ଷ
[ad_2]




