ରାଜନୀତି

ଓଡିଶାରେ ୧୫ରୁ ଅଧିକ ଲୋକସଭା ଆସନ ଜିତିବୁ : ଧର୍ମେନ୍ଦ୍ର – Ibnodisha

[ad_1]

ଭୁବନେଶ୍ୱର : ଓଡିଶାରେ ୧୫ରୁ ଅଧିକ ଲୋକସଭା ଆସନ ଜିତିବୁ କହିଲେ ଧର୍ମେନ୍ଦ୍ର । ଏକ ଜାତୀୟ ଗଣମାଧ୍ୟମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ । ୨୦୧୪ରେ ଲୋକସଭାରେ ୨୨% ପାଇଥିଲୁ, ୧୯ରେ ବଢି ୩୮% ହେଲା । ଏଥର ନିର୍ବାଚନରେ ଆମେ ୪୫%ରୁ ଅଧିକ ଭୋଟ ପାଇବୁ । ଏଥର ଓଡିଶାରେ ଆମେ ୧୫ରୁ କମ୍ ଲୋକସଭା ଜିତିବୁନି । ରାଜନୀତିରେ ୩ ମାସ ଯଥେଷ୍ଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାରେ ସର୍ବାଧିକ ଲେକପ୍ରିୟ ବୋଲି କହିଲେ ଧର୍ମେନ୍ଦ୍ର ପ୍ରଧାନ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button