ରାଜ୍ୟ

ଶୀତରେ ଥରୁଛି ସାରା ଓଡିଶା – Ibnodisha

[ad_1]

ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡିଶା। ୧୦ ଡିଗ୍ରୀ ତଳେ ୬ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୮.୩ ଡିଗ୍ରୀ ସହ କିରେଇ ସବୁଠାରୁ ଥଣ୍ଡା ସହର। ଜି.ଉଦୟଗିରି ୮.୪, ଫୁଲବାଣୀ ୮.୫, କୋରାପୁଟ ୯.୫, ରାଣୀତାଲ ୯.୬, ରାଉରକେଲା ୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱର ୧୩.୨ ଓ କଟକ ତାପମାତ୍ରା ୧୩.୫ ଡିଗ୍ରୀ ରେକର୍ଡ କରାଯାଇଛି।

ଦୁଇ ପିଲାକୁ ନିର୍ମମ ଭାବେ ହତ୍ୟା କରିବା ପରେ ରାନ୍ଧି ଖାଇଲା ଯୁବକ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button