ରାଜ୍ୟ

ପାଣିରେ ଫସିଲେ ୧୦ ପର୍ଯ୍ୟଟକ – Ibnodisha

[ad_1]

ନୀଳଗିରି: ଡ୍ୟାମ୍ ପାଣିରେ ଫସିଲେ ୧୦ରୁ ଅଧିକ ପର୍ଯ୍ୟଟକ । ମାଟି ହାଣ୍ଡି ଭେଳା ଭାଙ୍ଗିଯିବାରୁ ବୁଗାଳିବନ୍ଧ ଡ୍ୟାମରେ ଫସିଲେ ୧୦ ଜଣ ପର୍ଯ୍ୟଟକ । ନୀଳଗିରି ଥାନା ସିଆଡିମାଳ ଗାଁର ବୁଗାଳିବନ୍ଧ ଡ୍ୟାମରେ ଏହି ଅଘଟଣା ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ, ଜଙ୍ଗଲରୁ ଡ୍ୟାମ୍ ଯାଉଥିଲେ ପର୍ଯ୍ୟଟକ । ମାଟି ହାଣ୍ଡି ଭେଳାରେ ଟଣା ହୋଇ ଯିବା ବେଳେ ଭାଙ୍ଗିଗଲା ।

ରାକ୍ଷସ ସାଜିଲା ବାପା

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button