ରାଜ୍ୟ

ରାଜଧାନୀରେ ଭୟଙ୍କର ବିସ୍ଫୋରଣ; ଉଡିଲା ଛାତ, ଭାଙ୍ଗିଲା କାନ୍ଥ – Ibnodisha

[ad_1]

ଭୁବନେଶ୍ୱର : ରାଜଧାନୀରେ ଭୟଙ୍କର ବିସ୍ଫୋରଣ । ଝାରପଡା ଅଞ୍ଚଳରେ ବିସ୍ଫୋରଣରେ ଉଡିଲା ଛାତ, ଭାଙ୍ଗିଲା କାନ୍ଥ । ସୋମବାର ବିଳମ୍ବିତ ରାତିରେ ଘଟିଛି ଅଘଟଣ । ତେବେ ବୋମାମାଡରେ ଜଣେ ଆହତ ହୋଇଛନ୍ତି । ସେ ହେଉଛନ୍ତି କବିରାଜ ସ୍ୱାଇଁ । ତେବେ ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ନେଇ ଥାନାରେ ଏତଲା ।

ସେପଟେ ବୋମାମାଡ଼ ଅଭିଯୋଗକୁ ଖଣ୍ଡନ କରିଛି ପୋଲିସ । ଘର ଭିତରେ ବ୍ୟାପକ ପରିମାଣର ଡିଓଡ୍ରାଣ୍ଟ ଥିବାରୁ ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚି ପାରିପାର୍ଶ୍ୱିକ ପରିସ୍ଥିତି ଦେଖି ଛାନ୍‌ଭିନ ଜାରି ରଖିଛି । ପୋଲିସ ତଦନ୍ତି ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button