ରାଜ୍ୟ
ସମ୍ବଲପୁରରେ ପୁଣି ଉତ୍ତେଜନା, ମୃତଦେହ ରଖି ରାସ୍ତାରୋକ – Ibnodisha

[ad_1]
ସମ୍ବଲପୁର : ସମ୍ବଲପୁରରେ ବସ୍ ଧକ୍କାରେ ନାବାଳକ ମୃତ୍ୟୁ ଘଟଣା । ଘଟଣାସ୍ଥଳରେ ପୁଣି ଉତ୍ତେଜନା, ସ୍ଥାନୀୟ ଲୋକଙ୍କ ରସ୍ତାରୋକ । ବ୍ୟବଚ୍ଛେଦ ପରେ ମୁଦିପଡାରେ ମୃତଦେହ ରଖି ରାସ୍ତାରୋକ । ସନ୍ଧ୍ୟା ୬ଟା ପରେ ଗଡି ଚଳାଚଳ ବନ୍ଦ ଓ ୫୦ ଲକ୍ଷ କ୍ଷତିପୂରଣ ଦାବି । ପୋଲିସ ଅଟକ ରଖିଥିବା ଲୋକଙ୍କୁ ଛାଡିବା ଦାବିରେ ରାସ୍ତାରୋକ । ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀଙ୍କ ସହ ପୋଲିସ ଫୋର୍ସ ମୁତୟନ ।
ଘାଟିରେ ଓଲଟିଲା ଟ୍ରକ୍; ଗାଡ଼ି ସହ ଜଳିଗଲେ ଡ୍ରାଇଭର
[ad_2]