ଦେଶ
ଦିଲ୍ଲୀରେ ଝଲସିବ ଓଡିଶା ପ୍ରଜ୍ଞାପନ ମେଢ – Ibnodisha

[ad_1]
ନୂଆଦିଲ୍ଲୀ : ନୂଆଦିଲ୍ଲୀ ଗଣତନ୍ତ୍ର ଦିବସରେ ସ୍ଥାନ ପାଇବ ଓଡିଶା ପ୍ରଜ୍ଞାପନ ମେଢ । ଓଡିଶାର ପ୍ରଜ୍ଞାପନ ମେଢ ମଡେଲ ମନୋନୀତ ହୋଇଥିବା ସୂଚନା । ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର ଚିଠି । ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମଡେଲ ଚୂଡାନ୍ତ ନେଇ ଚିଠି । ମଡେଲ ମନୋନୀତ ସହ, ଏ ସଂପର୍କୀତ ଗାଇଡଲାଇନ ନେଇ ଚିଠି । ଚଳିତ ବର୍ଷ ଓଡିଶା ପକ୍ଷରୁ ରଘୁରାଜପୁର ଶିଳ୍ପୀଗ୍ରାମ ମଡେଲ ପଠାଯାଇଥିଲା । ରଘୁରାଜପୁର ଶିଳ୍ପୀଗ୍ରାମ ଓ ମହିଳା ସଶକ୍ତୀକରଣ ମଡେଲ ପଠାଯାଇଥିଲା ।
ମଧୁମେହ ରୋଗୀଙ୍କ ପାଇଁ ରାମବାଣ ହୋଇଥାଏ ତରଭୁଜ ଜୁସ୍
[ad_2]