ରାଜ୍ୟ

ଭିଜିଲାନ୍ସ ଜାଲରେ ଆରଆଇ – Ibnodisha

[ad_1]

ଯୋଡା : ଭିଜିଲାନ୍ସ ଜାଲରେ ଆରଆଇ । ଭିଜିଲାନ୍ସ ଜାଲରେ ଯୋଡା ବିଲେଇପଦା ଆରଆଇ ପିର ଖାନା ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ସୂଚନା ଅନୁଯାୟୀ, ଯୋଡା ବ୍ଲକ ଦେଓଝର ପଞ୍ଚାୟତ ମୂର୍ଗାବେଡା ଗାଁର ଦୁବରାଜ ହେମ୍ବରମଙ୍କ ଠାରୁ ଜମିପଟା ବାବଦକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ପୀର ଖାନ୍ । ଏନେଇ ଖବର ପାଇବା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ପୀର ଖାନଙ୍କ ଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଛି ଭିଜିଲାନ୍ସ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button