ଦେଶ

ବିଲ୍‌କିସ୍ ବାନୋ: ଜେଲ୍ ଯିବେ ୧୧ ଦୋଷୀ – Ibnodisha

[ad_1]

ନୂଆଦିଲ୍ଲୀ:: ବିଲ୍‌କିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ପୁଣି ଜେଲ୍ ଯିବେ ମାମଲାର ୧୧ ଦୋଷୀ । ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କଲେ ସୁପ୍ରିମକୋର୍ଟ । ୨୦୨୨ରେ ୧୧ ଦୋଷୀଙ୍କୁ ମୁକ୍ତ କରିଥିଲେ ଗୁଜୁରାଟ ସରକାର । ଆଜ୍ଜୀବନ ସଜ୍ଜା ପାଇଥିବା ୧୧ ଦୋଷୀଙ୍କୁ ମୁକ୍ତ କରାଯାଇଥିଲା ।

ନବୀନ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ କି ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛନ୍ତି: ପୃଥ୍ୱୀରାଜ ହରିଚନ୍ଦନ

The post ବିଲ୍‌କିସ୍ ବାନୋ: ଜେଲ୍ ଯିବେ ୧୧ ଦୋଷୀ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button