ଖେଳ

ଆଜିଠାରୁ ସାଉଥ୍ ଆଫ୍ରିକା ଟି-୨୦ ଲିଗ୍‌ – Ibnodisha

[ad_1]

ଜେହାନ୍ସବର୍ଗ: ବୁଧବାର ଠାରୁ ସାଉଥ୍ ଆଫ୍ରିକା ଟି-୨୦ ଲିଗ୍ (ଏସ୍‌ଏ୨୦)ର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହେବ । ଏହି ସିଜନ୍‌ର ଉଦ୍‌ଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ ସନ୍‌ରାଇଜର୍ସ ଇଷ୍ଟର୍ଣ୍ଣ କେପ୍ ଓ ଜୋହାନ୍ସବର୍ଗ ସୁପର୍ କିଙ୍ଗ୍ ଟିମ୍ ମଧ୍ୟରେ ସେଣ୍ଟ୍ ଜର୍ଜ ପାର୍କ ଷ୍ଟାଡିୟମ୍‌ରେ ଖେଳାଯିବ । ଆଇଦେନ୍ ମାର୍କରନ୍ ସନ୍‌ରାଇଜର୍ସ ଇଷ୍ଟର୍ଣ୍ଣ କେପ୍‌ର ଏବଂ ଫାପ୍ ଡୁପ୍ଲେସିସ୍ ଜୋହାନ୍ସବର୍ଗ ସୁପର୍ କିଙ୍ଗ୍‌ସର ଅଧିନାୟକ ଅଛନ୍ତି ।

ଏମ୍‌ଆଇ କେପ୍ ଟାଉନ୍ ନିକଟରେ ଆଫଗାନିସ୍ତାନ ସ୍ପିନର୍ ରଶିଦ୍ ଖାନ୍‌ଙ୍କ ସ୍ଥାନରେ ୱେଷ୍ଟଇଣ୍ଡିଜ୍ ଅଲ୍‌ରାଉଣ୍ଡର୍ କାଇରନ୍ ପୋଲାର୍ଡଙ୍କୁ ଟିମ୍‌ର ଅଧିନାୟକ ନିଯୁକ୍ତ କରିଥିଲଶ । ଚଳିତ ସଂସ୍କରଣରେ ଉଦ୍‌ଘାଟନୀ ସଂସ୍କରଣ ପରି ୬ଟି ଟିମ୍ ଭାଗ ନେଉଛନ୍ତି । ଲିଗ୍‌୍‌ର ଚଳିତ ସଂସ୍କରଣରେ ଡର୍ବାନ୍ ସୁପର୍ ଜାଏଣ୍ଟ୍‌ସ, ଜୋହାନ୍ସବର୍ଗ ସୁପର୍ କିଙ୍ଗ୍‌ସ, ଏମ୍‌ଆଇ କେପ୍ ଟାଉନ୍‌, ପାର୍ଲ ରୟାଲ୍ସ, ପ୍ରିଟୋରିୟା କ୍ୟାପିଟାଲ୍ସ ଏବଂ ସନ୍‌ରାଇଜର୍ସ ଇଷ୍ଟର୍ଣ୍ଣ କେପ୍ ଖେଳୁଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button