ଦେଶ

ବର୍ତ୍ତିଗଲେ ସିନ୍ଦେ ସରକାର – Ibnodisha

[ad_1]

ମହାରଷ୍ଟ୍ର : ମହାରଷ୍ଟ୍ର ରାଜନୀତି ; ବର୍ତ୍ତିଗଲା  ଏକନାଥ ସିନ୍ଦେ ସରକାର । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସପକ୍ଷରେ ବାଚସ୍ପତିଙ୍କ ରାୟ । ପ୍ରକୃତ ଶିବସେନା କାହାର ନେଇ ବାଚସ୍ପତିଙ୍କ ଗୁରୁତ୍ୱର୍ଣ୍ଣ ରାୟ । ସିନ୍ଦେ ନେତୃତ୍ୱାଧୀନ ଦଳ ପ୍ରକୃତ ଶିବସେନା କହିଲେ ବାଚସ୍ପତି । ଏକନାଥ ସିନ୍ଦେ ହିଁ ଶିବସେନାର ବୈଧ ନେତା କହିଲେ ବାଚସ୍ପତି । ବାଚସ୍ପତିଙ୍କ ରାୟ ପରେ ଉଦ୍ଧବ ଥାକରେ ଗୋଷ୍ଠୀକୁ ବଡ ଝଟକା ।

୫୦ ବର୍ଷରେ ପାଦ ଥାପିଲେ ହ୍ରିତିକ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button