ଦେଶ

ମଣିପୁର ହିଂସା : ଗୁଳିମାଡ ସହ ହେଲା ବୋମା ବିସ୍ଫୋରଣ – Ibnodisha

[ad_1]

ମଣିପୁର : ବିଷ୍ଣୁପୁର ଜିଲ୍ଲାର ହାଓତକ ଗାଁରେ ଗୁଳିମାଡ ହେବା ସହ ବୋମା ବିସ୍ଫୋରଣ ହୋଇଛି। ବିଷ୍ମୁପୁର ଜିଲ୍ଲାର କୁମ୍ଭି ଓ ଥୋବାଲ ଜିଲ୍ଲାର ଓାଙ୍ଗୁ ମଧ୍ୟରେ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ରହିଛି। ସୂଚନା ଅନୁଯାଇ,କିଛି ଆତଙ୍କବାଦୀମାନେ ଏହି ଗୁଳିମାଡ଼ କରିଛନ୍ତି। ତେବେ ଏଥିରେ ଏଯାଏଁ କେହି ମୃତାହତ ହୋଇନାହାନ୍ତି। କେନ୍ଦ୍ରୀୟ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି। ଆତଙ୍କବାଦୀଙ୍କ ଗୁଳିମାଡ଼ର ପାଲଟା ଜବାବରେ ସୁରକ୍ଷା ବାହିନୀ ପକ୍ଷରୁ ମଧ୍ୟ ଗୁଳିମାଡ କରାଯାଇଛି।ସେପଟେ ବୋମା ବିସ୍ଫୋରଣ ଓ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଭୟଭୀତ ହୋଇ ବିଷ୍ଣୁପୁର ଜିଲ୍ଲାର ହାଓଟାକ୍ ଗ୍ରାମରୁ ୧୦୦ରୁ ଅଧିକ ମହିଳା, ଶିଶୁ ଓ ବୟସ୍କ ଲୋକ ଗାଁ ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇ ଯାଇଥିବା ଅଧିକାରୀମାନେ କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button