ରାଜ୍ୟ

ଏସଆଇ ଚୟନ ମମଲା : ହାଇକୋର୍ଟଙ୍କ ନୋଟିସ – Ibnodisha

[ad_1]

ଭୁବନେଶ୍ୱର : ପୋଲିସ ଏସଆଇ ଚୟନ ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ନୋଟିସ୍ । ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଓ ରାଜ୍ୟ ସରକାରଙ୍କୁ ନୋଟିସ୍ । ପ୍ରଶ୍ନପତ୍ର ଜନିତ ତ୍ରୁଟିକୁ ନେଇ ଦାୟର ମାମଲାରେ ନୋଟିସ୍ । ଆସନ୍ତା ୨୯ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି । ପ୍ରଥମ ପେପର ପ୍ରଶ୍ନପତ୍ର ବଦଳରେ ୨ୟ ପେପର ଦିଆଯାଇଥିଲା । ଖୋର୍ଦ୍ଧାର ଏକ ପରୀକ୍ଷା କେନ୍ଦ୍ରରେ ୨ୟ ପେପର ଦିଆଯାଇଥିଲା । ଏହାକୁ ନେଇ କିଛି ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିୟୋଜିତ ହେବେ ୪୪ ପ୍ଲାଟୁନ ପୋଲିସ ଫୋର୍ସ

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button