ରାଜ୍ୟ

ପୁଣି ୫୦ ଲକ୍ଷରୁ ଊର୍ଦ୍ଧ ଟଙ୍କାର ସୁନା ଗହଣା ଲୁଟିନେଇଛନ୍ତି ଦୁର୍ବୁତ୍ତ – Ibnodisha

[ad_1]

ଭୁବନେଶ୍ବର : ଥମୁନି ଆପାର୍ଟମେଣ୍ଟ ଲୁଟ । ପୁଣି ରାଜଧାନୀର ଆପାର୍ଟମେଣ୍ଟରୁ ଚୋରି । କଳରାଜାଙ୍ଗ ସତ୍ୟବାଦୀ ରେସିଡେନ୍ସିର ଦୁଇଟି ଫ୍ଲାଟରୁ ଚୋରି ହୋଇଛି ୫୦ ଲକ୍ଷରୁ ଊର୍ଦ୍ଧ ଟଙ୍କାର ସୁନା ଗହଣା ଲୁଟିନେଇଛନ୍ତି ଦୁର୍ବୁତ୍ତ । ପରେ କେହି ନଥିବା ସୁଯୋଗ ନେଇ କଳାକନା ବୁଲାଇଛନ୍ତି ଲୁଟେରା । ଆପାର୍ଟମେଣ୍ଟରେ ସମସ୍ତ ଲୁଟେରା ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଘଟଣାସ୍ଥଳରେ ପହର୍ଷି ତଦନ୍ତ କରୁଛି ମଞ୍ଜେକ୍ଟର ଥାନା ପୋଲିସ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button