ଦେଶ

ଆଡିଲେଡ୍ ଫାଇନାଲ୍‌ରେ ବୋପନ୍ନା-ଏବ୍‌ଡେନ୍‌ – Ibnodisha

[ad_1]

ଆଡିଲେଡ୍‌: ଭାରତର ଭେଟେରାନ୍ ଟେନିସ୍ ଖେଳାଳି ରୋହନ ବୋପନ୍ନା ଏବଂ ତାଙ୍କ ଅଷ୍ଟ୍ରେଲୀୟ ଯୋଡ଼ିଦାର ମାଥ୍ୟୁ ଏବ୍‌ଡେନ୍ ଆଡିଲେଡ୍ ଏଟିପି ଟେନିସ୍ ଟୁର୍ଣ୍ଣାମେଣ୍ଟ୍‌ର ପୁରୁଷ ଡବଲ୍ସ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଦ୍ୱିତୀୟ ସିଡ୍ ବୋପନ୍ନା-ଏବ୍‌ଡେନ୍‌ଙ୍କ ଯୋଡ଼ି ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲ୍‌ରେ ଗୋଞ୍ଜାଲୋ ଏସ୍‌କୋବାର ଏବଂ ଆଲେକ୍‌ଜାଣ୍ଡର୍ ନେଦୋଭିଏସୋଭ୍‌ଙ୍କ ଯୋଡ଼ିକୁ ୬-୪, ୬-୪ ସିଧା ସେଟ୍‌ରେ ହରାଇ ଦେଇଛନ୍ତି । ୭,୩୯,୯୪୫ ଡଲାର ପୁରସ୍କାର ରାଶି ବିଶିଷ୍ଟ ଟୁର୍ଣ୍ଣାମେଣ୍ଟ୍‌ର ଫାଇନାଲ୍‌ରେ ଇଣ୍ଡୋ-ଅଷ୍ଟ୍ରେଲୀୟ ଯୋଡ଼ି ଆମେରିକାର ରାଜୀବ ରାମ ଓ ଇଂଲଣ୍ଡର ଜୋ ସାଲିସ୍‌ବରୀଙ୍କ ତୃତୀୟ ସିଡ୍ ଯୋଡ଼ିକୁ ଭେଟିବେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button