ଅପରାଧ

ପ୍ରଥମେ ଗଣ୍ଡଗୋଳ ଓ ତାପରେ ଯୁବକଙ୍କୁ ହତ୍ୟା – Ibnodisha

[ad_1]

ହିଞ୍ଜିଳି : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଗାଁ ରେ ଦେଖିବାକୁ ମିଳିଛି ଅଭବନୀୟ ଘଟଣା । ପ୍ରଥମେ ଗଣ୍ଡଗୋଳ ଓ ତାପରେ ଯୁବକଙ୍କୁ ହତ୍ୟା। ସୂଚନା ମୁତାବକ,ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଗାଁ ମଝି ସାହିରେ ଘଟିଛି ହତ୍ୟାକାଣ୍ଡ । ମୃତକ ସେହି ଗାଁର ବିଜୟ ପାଣିଗ୍ରାହୀ । ମଦ ପିଇ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ପରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ଘଟଣାସ୍ଥଳରେ ଆସିକା ଏସଡିପିଓ, ହିଞ୍ଜିଳି ଆଇଆଇସି ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button