ଦେଶ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ମୃତ, ୧୦ ଆହତ – Ibnodisha

[ad_1]

ପଞ୍ଜାବ : ପଞ୍ଜାବର ମୁକାରିଆନ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ଟ୍ରକକୁ ପୁଲିସ ଗାଡି ଧକ୍କା ଦେବା ଫଳରେ ୩ ପୁଲିସ କର୍ମୀଙ୍କର ମୃତ୍ୟୁ ଘଟିଛି। ଏଥିସହ ୧୦ ଜଣ ମଧ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ପାଖାପାଖି ୨୦ ଜଣ ପୁଲିସ କର୍ମଚାରୀଙ୍କୁ ନେଇ ଯାଉଥିବା ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପଞ୍ଜାବର ହୋଶିଆର ପୁର ଜିଲ୍ଲାରେ ଏହି ଦୁଃଖଦ ଘଟଣା ଘଟିଛି।ସୂଚନା ଅନୁସାରେ, ମୁକେରିଆନ ସହର ନିକଟରେ ସକାଳ ପ୍ରାୟ ୬ଟା ସମୟରେ ଏକ ଟ୍ରକକୁ ଧକ୍କା ଦେଇଥିଲା ପୁଲିସ ବସ୍। ଏଥିରେ ଡ୍ରାଇଭିଂ କରୁଥିବା ମହିଳା କନଷ୍ଟେବଳଙ୍କ ସମେତ ଦୁଇ ଜଣ ପୁଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button