ଅପରାଧ

ବାରଣ୍ଡାକୁ ମଡିଗଲା କାର, ୨ ଗୁରୁତର – Ibnodisha

[ad_1]

ବାଲେଶ୍ୱର : ଗୁଡିପଦାର ଘର ବାରଣ୍ଡାକୁ ମାଡିଗଲା କାର, ୨ ଗୁରୁତର । କାର ଚଢି ଯୁବାରୁ ବୃଦ୍ଧାଙ୍କ ସହ ଜଣେ ପଡୋଶୀ ଝିଅ ଗୁରୁତର । ବୃଦ୍ଧାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି, ଝିଅଟି ସ୍ଥାନୀୟ ମେଡିକାଲରେ ଭର୍ତ୍ତି । ନିଶାସକ୍ତ ଡ୍ରାଇଭରକୁ ଅଟକ ରଖିଲା ସହଦେବଖୁଣ୍ଟା ଥାନା ପୋଲିସ ।

ଲୋକ ଦେଖାଣିଆ ଚାଉଳ ସଂଗ୍ରହ – ପ୍ରତାପ ଷଡଙ୍ଗୀ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button