ଦେଶ
‘ଜାନୁଆରୀ ୨୨’ ହାଫ୍ ଡେ ଛୁଟି ଘୋଷଣ କଲେ କେନ୍ଦ୍ର ସରକାର – Ibnodisha

[ad_1]
ଭୁବନେଶ୍ୱର : ‘ଜାନୁଆରୀ ୨୨’ ହାଫ୍ ଡେ ଛୁଟି ଘୋଷଣ କଲେ କେନ୍ଦ୍ର ସରକାର । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର । ୨୨ ଜାନୁଆରୀ ଅପରାହ୍ନ ୨ଟା ଯାଏଁ ଛୁଟି । ସାରା ଦେଶରେ ଅଧା ଦିନ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର ।
ବାରଣ୍ଡାକୁ ମଡିଗଲା କାର, ୨ ଗୁରୁତର
[ad_2]