ରାଜ୍ୟ

ବାଘ ଛାଲ ଡିଲ୍ ବେଳେ ମାଡିବସିଲା ଏସ୍‌ଟିଏଫ୍‌ – Ibnodisha

[ad_1]

ଭୁବନେଶ୍ୱର: ୨୫ ଲକ୍ଷ ଟଙ୍କାରେ ବାଘ ଛାଲ ଡିଲ୍ ବେଳେ ଧରାପଡିଲା ମାଫିଆ । କ୍ରାଇମ ବ୍ରାଂଚ ଏସଟିଏଫ୍ ଦ୍ୱାରା ବାଘଛାଲ ଜବତ ସହ ଜଣେ ଗିରଫ ହୋଇଥିବା ସୂଚନା ରହିଛି । ଫୁଲବାଣୀ ସୁତୃକୁମ୍ପା ଅଂଚଳରେ ଡିଲ୍ ଖବର ପାଇ ଚଢାଉ କରିଥିଲା ଏସଟିଏଫ । ବଘକୁ କେବେ ଠାରୁ ଶିକାର କରିଥିଲା ଏସଟିଏଫ କରୁଛି ଜେରା ।

ନୀଳଗିରିରେ ପକ୍ଷୀ ମଡକ !

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button