ଅପରାଧ

ବିଦ୍ୟାଳୟରେ ଦୁଇ ଛାତ୍ରୀଙ୍କୁ ଦୁଷ୍କର୍ମ କଲା ଶିକ୍ଷକ – Ibnodisha

[ad_1]

କେନ୍ଦ୍ରାପଡ଼ା: ପୁଣି ଗୁରୁଙ୍କ ନାଁରେ ଲାଗିଲା କଳଙ୍କ l ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟରେ ଦୁଷ୍କର୍ମ କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଘଡ଼ିଆମାଳ ମଧୁସୂଦନ ବିଦ୍ୟାମନ୍ଦିରରୁ ଆସିଛି ଏଭଳି ଗୁରୁତର ଅଭିଯୋଗ ।

ଗତ ୧୬ ତାରିଖରେ ଶ୍ରେଣୀଗୃହକୁ ଦୁଇଜଣ ଛାତ୍ରୀଙ୍କୁ ଡକାଇ ପ୍ରଧାନଶିକ୍ଷକ ପ୍ରଦୀପ ପ୍ରଧାନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରେ ଛାତ୍ରୀଙ୍କଠାରୁ ପରିବାର ଲୋକ ଘଟଣା ଜାଣିବା ପରେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାଜନଗର ପୋଲିସ ଅଭିଯୁକ୍ତ ପ୍ରଧାନଶିକ୍ଷକ ପ୍ରଦୀପ ପ୍ରଧାନଙ୍କୁ ଅଟକ ରଖି ପଚରାଉଚରା କରୁଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button