ରାଜ୍ୟ
ଲାଞ୍ଚ ନେଇ ଆରଆଇ ଗିରଫ – Ibnodisha

[ad_1]
ଭଦ୍ରକ : ଲାଞ୍ଚ ନେଇ କେନ୍ଦୁଆପଦା ଆରଆଇ ଶରତ କୁମାର ଜେନା ଗିରଫ । ୯ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ଘର କାଗଜପତ୍ର କରାଇବାକୁ ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ।
ଆଜିଠୁ ଆସନ୍ତା ୨୫ ଯାଏଁ ରାଜ୍ୟରେ ବର୍ଷା ଆଶଙ୍କା
The post ଲାଞ୍ଚ ନେଇ ଆରଆଇ ଗିରଫ appeared first on ONA KHABAR.
[ad_2]