ରାଜନୀତି

ଇଣ୍ଡିଆ ମେଣ୍ଟକୁ ମମତା ଝଟକା – Ibnodisha

[ad_1]

କୋଲକାତା : ମିଳିତ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଜବରଦସ୍ତ  ଝଟକା । ବଡ ଝଟକା ଦେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ଟିଏମ୍‌ସି ଏକାକୀ ଲଢିବ କହିଲେ ଦିଦି । କୌଣସି ସହଯୋଗୀ ଦଳ ଆସନ ବୁଝାମଣା ହେବନି କହିଲେ ।

ଓଲଟିଲା ଯାତ୍ରାପାର୍ଟି ଟ୍ରକ୍‌: ୫ ମୃତ, ୧୨ ଜଣ ଗୁରୁତର

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button