ରାଜ୍ୟ

ରାଉରକେଲା ରେ ଉଡିଲା ତ୍ରିରଙ୍ଗା – Ibnodisha

[ad_1]

ରାଉରକେଲା : ଆଜି ରାଉରକେଲା ରେ ୭୫ ତମ ଜନରାଜ୍ୟ ଦିବସ ପାଳନ କରା ଯାଇଥିଲା। ରାଉରକେଲା ର ଉଦିତନଗର ପଡିଆ ରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରା ଯାଇଥିବା ବେଳେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ରାଉରକେଲା ଏଡିଅମ, ଏସପି ଓ ଅନ୍ୟ ଅତିଥି ମାନେ ଯୋଗ ଦେଇଥିଲେ। ସ୍କୁଲ, କଲେଜ, ପୁଲିସ, ଆଦି ମାନଙ୍କ ଦ୍ୱାରା ଚିତା କର୍ଷକ ପା ରେଡ କରାଯାଇଥିଲା। ପିଲା ମାନେ ସଂସ୍କୁତ୍ରିକ କାର୍ଯ୍ୟକର୍ମ ପରିବେଷଣ କରିଥିଲେ। ସେହିପରି ରାଉରକେଲା ଇସ୍ପାତ କାରଖାନା ର ପରିଚାଳନାy ଡିରେକଟର ସେକ୍ଟର ୬ ଓ ସାରନଗରୀ ଷ୍ଟାଡ଼ିଅ ମ ଠାରେ ଜାତୀୟ ପତାକା ଉତ୍ତୋଳନ କରି ଥିଲେ। ସାରନଗରୀ ର ବିଦ୍ୟାଷ୍ଟଡି ପଏଣ୍ଟ ଠାରେ ଏହାର ପରିଚାଳକ ସରୋଜ ବେହେରା, ହୋପ ଅପ ଲାଇଫ ର ପରିଚାଳକ ଦିଲୀପ ବାରିକ ଜାତୀୟ ପତାକା ଉତୋଳନ କରି ନିଜ ନିଜ ଅନୁଷ୍ଠାନ ରେ ଜନରାଜ୍ୟ ଦିବସ ପାଳନ କରିଥିଲେ। ହୋପ ଅପ ଲାଇଫ କୁ ଶ୍ରେଷ୍ଠ ଏନ ଜି ଓ ଭାବେ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ରାଉରକେଲା ର ବିଭିନ ବିଦ୍ୟାଳୟ, ନିର୍ଭାନା ନିଶା ନିବାରଣ କେନ୍ଦ୍ର, ରାଉରକେଲା ଜୌର୍ଣ୍ଣାଲିଷ୍ଟ ଆସୋସିଏସନ, ମିଡ଼ିଆ କ୍ଳବ ଠାରେ ଜନ ରାଜ୍ୟ ଦିବସ ପାଳନ କରାଯାଇଥିଲା। ରାଉରକେଲା କାରାଗାର, ଅନାଥ ଆଶ୍ରମ, ନିଶା ନିବାରଣ କେନ୍ଦ୍ର ଠାରେ ତ୍ରିରଙ୍ଗା ଶୋଭାପାଇଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button