ଦେଶ

ବିଗ୍‌ ବସ୍‌-୧୭ ବିଜେତା ହେଲେ ମୁନାୱର ଫାରୁକି – Ibnodisha

[ad_1]

ମୁମ୍ଵାଇ: ରିଆଲିଟି ଶୋବିଗ୍ବସ୍୧୭। ବର୍ତ୍ତମାନ ଏହି ଶୋ ଗ୍ରାଣ୍ଡ ଫାଇନାଲ ରବିବାର ରାତିରେ ଶେଷ ହୋଇଛି। ପ୍ରତିଦ୍ୱନ୍ଦ୍ୱୀ ତଥା ରନର୍ସ ଅପ୍ଅଭିଷେକ କୁମାରଙ୍କୁ ପଛରେ ପକାଇ ମୁନାୱର ଫାରୁକି ବିଗ୍ବସ୍‌-୧୭ ବିଜେତା ହୋଇଛନ୍ତି। ୩୨ ବର୍ଷୀୟ ମୁନାୱରଙ୍କୁ ଟ୍ରଫି ସହ ନଗଦ ୫୦ ଲକ୍ଷ ଟଙ୍କା ଏବଂ ଏକ ହ୍ୟୁଣ୍ଡାଇ କ୍ରେଟା କାର୍ମିଳିଛି।

ବିବାଦୀୟ ରିଆଲିଟି ଶୋ ଗ୍ରାଣ୍ଡ ଫାଇନାଲ ବିଜୟ ଘୋଷଣା ସମୟକୁ ସମସ୍ତେ ଅପେକ୍ଷା କରିଥିଲେ। ଶୋ ହୋଷ୍ଟ ତଥା ସୁପରଷ୍ଟାର ସଲମାନ ଖାନ୍ଷ୍ଟାଣ୍ଡଅପ୍କମେଡିଆନ୍ମୁନାୱର ଫାରୁକିଙ୍କୁ ବିଜୟୀ ଘୋଷଣା କରିଥିଲେ। ଟପ୍୫ରେ ପ୍ରତିଯୋଗୀମାନେ ଥିଲେ ଅଭିଷେକ କୁମାର, ଅଙ୍କିତା ଲୋଖଣ୍ଡେ, ମନ୍ନାରା ଚୋପ୍ରା ଅରୁଣ ମଶେଟ୍ଟି।

୩୨ତମ ଜନ୍ମଦିନରେ ବିଗ୍ବସ୍ମୁକୁଟ ତାଙ୍କ ପାଇଁ ସର୍ବୋତ୍ତମ ବାର୍ଥ ଡେଗିଫ୍ଟ ସଦୃଶ ହୋଇଛି। ବିଗ୍ ବସ୍ ଜିତିବା ପରେ ମୁନାୱର କେବଳ ଟ୍ରଫି ପାଇନାହାଁନ୍ତି, ଏହା ସହିତ ତାଙ୍କୁ ୫୦ ଲକ୍ଷ ଟଙ୍କା ଏବଂ ଏକ କାର ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ଟ୍ରଫି ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଦିଲ୍, ଦିମାଗ୍ ଏବଂ ଦମ୍ ଶୋ ଥିମ୍ ଆଧାରରେ ଏହା ପ୍ରସ୍ତୁତ କରାଯାଇ ଥିଲା। ଏହି ବିଜୟ ସହିତ ସେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରି ସବୁଆଡେ ପ୍ରସିଦ୍ଧ ହେଲେ ସେ ପ୍ରଶଂସକଙ୍କ ତରଫରୁ ଅନେକ ଅଭିନନ୍ଦନ ଗ୍ରହଣ କରୁଛନ୍ତି

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button