ରାଜ୍ୟ

ସୋରରେ ଅପହୃତ ଶିଶୁପୁତ୍ର ଉଦ୍ଧାର – Ibnodisha

[ad_1]

ସୂଚନା ଅନୁସାରେ ସୋର ପୌରପାଳିକା ଅନ୍ତର୍ଗତ ଢିପାସାହି ଗ୍ରାମର ପ୍ରତିମା ମୁର୍ମୁ ତାଙ୍କର ଦେଢ ବର୍ଷର ଶିଶୁପୁତ୍ର ଓ ଭଉଣୀଙ୍କୁ ନେଇ ଜଣେ ଓକିଲଙ୍କ ସହିତ ଡାକ୍ତରଖାନାକୁ ତାଙ୍କ ବଡ ମାଙ୍କ ମୃତ୍ୟୁ ସାର୍ଟିଫିକେଟ ଆଣିବାକୁ ଯାଇଥିଲେ। ମେଡିକାଲରେ ଶିଶୁପୁତ୍ରକୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button