ଅପରାଧ

ପ୍ରଥମେ କଥା କଟାକଟି ; ପରେ ହତ୍ୟା – Ibnodisha

[ad_1]

murder_plan

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଘଟିଛି ଗୋଟେ ହୃଦୟ ବିଦାରକ ଘଟଣା । ମଦ ପାଇଁ ଜଣେ ବ୍ୟକ୍ତିଙ୍କୁ ହତ୍ୟା । ସୂଚନା ଅନୁସାରେ, ଗତକାଲି ଦିଲ୍ଲୀରେ ଜଣେ ବ୍ୟକ୍ତି ମଦ ପାଇଁ ଜଣେ ବ୍ୟକ୍ତିଙ୍କୁ ମାରଣାସ୍ତ୍ରରେ ହତ୍ୟା କରିଛି । ଦୁଇ ଜଣ ବ୍ୟକ୍ତି ଏକା ସାଙ୍ଗରେ ମଦ ପିଉଥିଲେ । ଦୁଇ ଜଣଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ଆରମ୍ଭ ହୋଇଥିଲା ପରେ ଏହା ଏକ ଭୟଙ୍କର ରୂପ ନେଇଥିଲା । ପରେ ଜଣେ ବ୍ୟକ୍ତି ରାଗିଯାଇ ଅନ୍ୟ ଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଯାହାଫଳରେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ହତ୍ୟା କରିଥିବା ବ୍ୟକ୍ତି ଜଣଙ୍କ ନାବାଳକ ବୋଲି ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ମାରଣାସ୍ତ୍ର ମଧ୍ୟ ଜବତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ ଏ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି ।

The post ପ୍ରଥମେ କଥା କଟାକଟି ; ପରେ ହତ୍ୟା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button