ଅପରାଧ
କୁଚିଣ୍ଡାର ଟ୍ରିପଲ ମର୍ଡର ମାମଲା : ବାପାକୁ ଫାଶି, ପୁଅକୁ ଆଜୀବନ କାରାଦଣ୍ଡ – Ibnodisha

[ad_1]
କୁଚିଣ୍ଡା : ଟ୍ରିପଲ ମର୍ଡର ମାମଲାରେ ବାପା ପୁଅଙ୍କୁ ଦଣ୍ଡାଦେଶ | ବାପାକୁ ମୃତ୍ୟୁ ଦଣ୍ଡ ଓ ପୁଅକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଏଡିଜେ | ବାପା ନବୀନ ଦେହୁରୀ କୁ ଫାଶି ଓ ପୁଅ ହେମାନନ୍ଦ କୁ ଆଜୀବନ କାରାଦଣ୍ଡ | ୨୦୨୦ ମହୁଲପାଲି ଥାନା ଲପଡା ଗାଁ ରେ ଘଟିଥିଲା ଟ୍ରିପଲ ମର୍ଡର | ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା କରିଥିଲା ନବୀନ | ହତ୍ୟାକାଣ୍ଡରେ ବାପା କୁ ସହଯୋଗ କରିଥିଲା ପୁଅ ହେମାନନ୍ଦ |
[ad_2]



