ଅପରାଧ

ଅନଲାଇନ ଗେମ୍ ; ୬ ଜଣଙ୍କ ଘରେ ଇଡ଼ି

ଫି ୱିନ ଗେମରେ ବେଆଇନ ଅର୍ଥ କାରବାର ଘଟଣାରେ ବଣାଇଁ ଥାନା ଅନ୍ତର୍ଗତ ବଡ଼ଗୋଗୁଆ ଗ୍ରାମର ୬ଟି ଘରେ ଇଡି ଚଢ଼ଉ କରିଛି। ଗତ କିଛି ମାସ ତଳେ ଏକ ଗେମ୍ ମୋବାଇଲରେ ଫି ୱିନ ଅନଲାଇନ ଖେଳ ପାଇଁ ଅଭିଯୋଗ ହୋଇଛି। କୋଲକାତାର ୪୦ ଜଣିଆ ଇଡି ଟିମ୍ ଚଢଉ କରୁଥିବା ଜଣାପଡ଼ିଛି। କେତେ ଟଙ୍କା କାରବାର ହୋଇଛି ଏବଂ କେଉଁ କେଉଁ ମାନଙ୍କର ସମ୍ପୃକ୍ତି ରହିଛି, ତାହା ଜଣା ପଡ଼ିନି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button