ଖେଳ
ଦ୍ୱିତୀୟ ଇଂନିସରେ ଶୁଭମନଙ୍କ ଦମଦାର ଦଶକ – Ibnodisha

[ad_1]
ବିଶାଖାପାଟଣା :ବିଶାଖାପାଟଣା ଟେଷ୍ଟର ଦ୍ୱିତୀୟ ଇଂନିସରେ ଦମଦାର ବ୍ୟାଟିଂ କରିଛନ୍ତି ଶୁଭମନ ଗିଲ । ଗିଲ ଏହି ଇଂନିସରେ ଶତକ ହାସଲ କରି ବ୍ୟାଟିଂ ଜାରି ରଖିଛନ୍ତି । ଏବେ ଭାରତ ୫ ୱିକେଟ ହରାଇ ୨୦୦ ରନ ଟପି ସାରିଲାଣି । ଏହାସହ ଭାରତ ୩୫୦ରୁ ଅଧିକ ରନରେ ଆଗୁଆ ବି ରହିଛି । ତେବେ ବ୍ୟାଟିଂ ଜାରି ରଖିଥିବା ଟିମ ଇଣ୍ଡିଆ ଇଂଲଣ୍ଡକୁ ଏକ ବିଶାଳ ରନ ଟାର୍ଗେଟ ଦେବା ଲକ୍ଷ୍ୟରେ ରହିଛି ।
[ad_2]




