ରାଜ୍ୟ
ଜଳଖିଆ ଦୋକାନରେ ଲାଗିଲା ନିଆଁ – Ibnodisha

[ad_1]
କଟକ : ଜଳଖିଆ ଦୋକାନ ଜାଳିଦେଲେ ଦୁର୍ବୁତ୍ତ। ନରସିଂହପୁର ବ୍ଲକ ନିମସାହି ଗ୍ରାମର କୋଠଘର ନିକଟରେ ଥିବା ଶିବକୃଷ୍ଣ ରାଉତଙ୍କ ଜଳଖିଆ ଦୋକାନରେ ଭୋର ସମୟରୁ ଲାଗିଲା ନିଆଁ। କେହି ଦୁର୍ବୃତ୍ତ ନିଆଁ ଲଗାଇଛି ବୋଲି ଦୋକାନ ମାଲିକ ଶିବ କୃଷ୍ଣ ସୂଚନା ଦେଇଛନ୍ତି । ନରସିଂହପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
[ad_2]