ରାଜ୍ୟ

ବିଜେପି ଓବିସି ମୋର୍ଚ୍ଚାର ବିକ୍ଷୋଭ – Ibnodisha

[ad_1]

ଭୁବନେଶ୍ୱର: ନ୍ୟାୟ ଯାତ୍ରାରେ ରାହୁଲଙ୍କ ମନ୍ତବ୍ୟ ନେଇ ବିଜେପି ଓବିସି ମୋର୍ଚ୍ଚାର ବିକ୍ଷୋଭ ଦେଖିବାକୁ ମିଳିଥିଲା । ରାଜ୍ୟ ବିଜେପି ଓବିସି ମୋର୍ଚ୍ଚ ପକ୍ଷରୁ ରାମମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ଦେଖିବାକୁ ମିଳିଥିଲା । ରାହୁଲ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ ସହ ନିସର୍ତ୍ତ କ୍ଷାମ ମାଗିବାକୁ ମଧ୍‌ୟ ଦାବି ହୋଇଥିବା ସୂଚନା ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button