ରାଜନୀତି
ବିଜେଡି-ବିଜେପି ମଧ୍ୟରେ ବୈବାହିକ ମେଣ୍ଟ ପ୍ରକ୍ରିୟା ଆଗେଇ ଚାଲିଛି : ଅଜୟ କୁମାର – Ibnodisha

[ad_1]
ଭୁବନେଶ୍ୱର : ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ନେଇ କଟାକ୍ଷ କଲେ ଅଜୟ କୁମାର । ଏକ୍ସ ଜରିଆରେ ପିସିସି ପ୍ରଭାରୀ ଡ. ଅଜୟ କୁମାରଙ୍କ ମନ୍ତବ୍ୟ । ଦୁଇ ଦଳ ମଧ୍ୟରେ ବୈବାହିକ ମେଣ୍ଟ ପ୍ରକ୍ରିୟା ଆଗେଇ ଚାଲିଛି । ବିଜେଡି ସବୁବେଳେ ବିଜେଡିକୁ ସମର୍ଥନ ଦେଇଆସିଛି । ବ୍ୟାପକ ଦୁର୍ନୀତି ସତ୍ତ୍ୱେ କାହିଁକି ରେଡ୍ ହେଉନି ଓଡିଶା ଲୋକେ ବୁଝିଗଲେ । ନବୀନ ଓ ପାଣ୍ଡିଆନଙ୍କ ଉପରେ କାହିଁକି ସିବିଆଇ, ଇଡି ରେଡ୍ କରୁନି, ବୁଝିଲେଣି । ଅଜୟ କୁମାରଙ୍କ ମନ୍ତବ୍ୟ ନେଇ ବିଜେଡି କି ବିଜେପିର ପ୍ରତିକ୍ରିୟା ମିଳିନି ।
[ad_2]




