IBN ଓଡ଼ିଶା ବ୍ୟୁରୋ

କୋଟିଏରେ ଗୋଟିଏ ହୋଇଥାନ୍ତି ଏହି 3 ଟି ରାଶିର ଝିଅ ! ଯାହାକୁ ବାହା ହୁଅନ୍ତି ତାହାର ଭାଗ୍ୟ ଖୋଲିଦିଅନ୍ତି

ବନ୍ଧୁଗଣ ପୁଅ ହେଉ ଅବା ଝିଅ ସେମାନେ ନିଜ ବାହାଘର ପୂର୍ବରୁ ନିଜ ଜୀବନସାଥି କିପରି ଦେଖିବାକୁ ସେ କିପରି ବ୍ୟକ୍ତି ହେଇଥିବ ? ଏହିପରି ଅନେକ କଥା ତାଙ୍କ ଜୀବନସାଥିକୁ ନେଇ ଭାବିଦେଇଥାନ୍ତି । ଯେମିତି ପୁଅ ମାନେ ବାହାଘର ପରେ କିପରି ଝିଅର ହାତ ଧରିବେ ସେ ବିଷୟରେ ମଧ୍ୟ ବହୁତ କିଛି କଳ୍ପନା କରିଥାନ୍ତି । ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି 3 ଟି ନାମର ଝିଅ ବହୁତ ହିଁ ଖାସ୍ ହୋଇଥାନ୍ତି । ଯଦି କହିବାକୁ ଯିବା । ତେବେ ଏହି ଝିଅ ମାନେ ପୁରା କୋଟିଏରୁ ଗୋଟିଏ ଭଳି ହୋଇଥାନ୍ତି । ତେବେ ଏହି ଝିଅ ମାନେ କେଉଁ ସବୁ ରାଶିର ଚାଲନ୍ତୁ ସେ ବିଷୟରେ ଜାଣିବା ।

ମେଷ ରାଶି;- ଏହି ରାଶିର ଝିଅ ମାନେ ବିବାହ ପାଇଁ ସବିଠାରୁ ଉପଯୁକ୍ତ ହୋଇଥାନ୍ତି । ଏହି ଝିଅ ମାନେ ଦେଖିବାକୁ ଯେତିକି ସୁନ୍ଦର ହୋଇଥାନ୍ତି । ଗୁଣରେ ମଧ୍ୟ ତାହା ଠାରୁ ଅଧିକ ଭଲ ହୋଇଥାନ୍ତି । ଏହି ରାଶିର ଝିଅ ମାନେ ନିଜ ପାର୍ଟନର ପ୍ରତି ସବୁବେଳେ ସଚ୍ଚୋଟ ହୋଇ ରହିଥାନ୍ତି । କୌଣସି ବି ପରିସ୍ଥିତିରେ ଏହି ଝିଅ ମାନେ ନିଜ ଜୀବନସାଥିର ସାଥ୍ ଛାଡି ନଥାନ୍ତି । ଏମାନେ ନିଜ ପରିବାର ଓ ବାହାଘର ପରେ ଶାଶୁଘର ପରିବାରକୁ ମଧ୍ୟ ନିଜର କରିନେଇଥାନ୍ତି । ଏହି ଝିଅ ମାନେ ସାମାନ୍ୟ ରାଗୀ ସ୍ଵଭାବର ହୋଇଥିଲେ ମଧ୍ୟ ସ୍ଵଭାବରେ ଏମାନେ ବହୁତ ଭଲ ଅଟନ୍ତି ।

କର୍କଟ ରାଶି;- ଏହି କର୍କଟ ରାଶିର ଝିଅ ମାନେ ବହୁତ ଭାବୁକ ହୋଇଥାନ୍ତି । ଏମାନେ ସବୁ ସମ୍ପର୍କର ମହତ୍ଵ ବୁଝି ତାହାକୁ ପୁରା ହୃଦୟରୁ ନିଭାଇଥାନ୍ତି । ଏମାନେ ଦେଖିବାକୁ ମଧ୍ୟ ବେଶ ସୁନ୍ଦର ହୋଇଥାନ୍ତି । ତେଣୁ ଅନେକ ପୁଅ ଏମାନଙ୍କୁ ପ୍ରଥମ ଦେଖାରୁ ହିଁ ଅନେକ ସମୟରେ ପସନ୍ଦ କରିନେଇଥାନ୍ତି । ଏମାନଙ୍କ ହୃଦୟ ବହୁତ ସଫା ହୋଇଥାଏ । କାହା ପାଇଁ ଖରାପ ଭାବନା ଏମାନେ ଭାବିବା ତ ଦୂରର କଥା ଖରାପ ଚିନ୍ତାଧାରା କାହା ପାଇଁ ମନକୁ ଆଣି ମଧ୍ୟ ନଥାନ୍ତି ।

ସିଂହ ରାଶି;- ଏହି ରାଶିର ଝିଅ ମାନେ ସ୍ଵଭାବରେ ରାଗୀ ହେଲେ ମଧ୍ୟ ଏମାନେ ବହୁତ ଭଲ ହୋଇଥାନ୍ତି । କଥା କଥାରେ ଏମାନେ ହୁଏତ ରାଗିଯାଇଥାନ୍ତି । ହେଲେ କାହାର ଅନିଷ୍ଠ କେବେବି କରନ୍ତି ନାହିଁ । ଏମାନେ ନିଜକୁ ପୁରା ଷ୍ଟ୍ରଙ୍ଗ କରି ରଖିଥାନ୍ତି । ଅର୍ଥାତ କୌଣସି ପରିସ୍ଥିତି ଏମାନଙ୍କ ଆଖି ସାମ୍ନାକୁ ଆସିଲେ ମଧ୍ୟ ଏମାନେ ତାହାକୁ ଭୟ ନକରି ତାହାର ମୁକାବିଲା କରିବା ପାଇଁ ଚେଷ୍ଟା କରିଥାନ୍ତି ।ତେବେ ଏହି 3 ରାଶିର ଝିଅ ମାନେ ବାହାଘର ପାଇଁ ପୁରା ପରଫେକ୍ଟ ହୋଇଥାନ୍ତି ।

 

 

Related Articles

Leave a Reply

Your email address will not be published. Required fields are marked *

Back to top button